ଅନ୍‌ଲକ ୫.୦ : ଖୋଲିବ ସିନେମା, ପାର୍କ, ସୁଇମିଂ ପୁଲ୍‌

ସ୍କୁଲ୍‌ ଖୋଲିବା ନେଇ ରାଜ୍ୟ ନେବେ ନିଷ୍ପତ୍ତି, ବ୍ୟାବସାୟିକ ସଂସ୍ଥା ପାଇଁ ପ୍ରଦର୍ଶନୀକୁ ଅନୁମତି ନୂଆଦିଲ୍ଲୀ : କରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହମନ୍ତ୍ରାଳୟ ଅନ୍‌ଲକ ୫.୦ ଗାଇଡ୍‌ଲାଇନ ଜାରି କରିଛନ୍ତି। ଅକ୍ଟୋବର ୧ ତାରିଖରୁ ଏହା କାର୍ଯ୍ୟକାରୀ ହେବ। କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଗାଇଡ୍‌ଲାଇନ ଅନୁସାରେ, ଦେଶର ସମସ୍ତ ସିନେମା ହଲ୍‌, ଥିଏଟର, ମଲ୍‌ଟିପ୍ଲେକ୍‌ସଗୁଡ଼ିକ ସେମାନଙ୍କର ବସିବାର ୫୦ ପ୍ରତିଶତ କ୍ଷମତା ପର୍ଯ୍ୟନ୍ତ ଖୋଲି … Continue reading ଅନ୍‌ଲକ ୫.୦ : ଖୋଲିବ ସିନେମା, ପାର୍କ, ସୁଇମିଂ ପୁଲ୍‌